ଟାଇମ୍ସ ମେଗା ପୋଲ : ପୁଣି ମୋଦି
National
ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା …
ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ
National
ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ …
ପାକିସ୍ତାନ ଏବେ ଆତଙ୍କୀସ୍ତାନ
National
ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପ ବିରୋଧରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଉପରେ ଚାପ ବୃଦ୍ଧି …
ରାମ ମନ୍ଦିର ନିର୍ମାଣ ପାଇଁ ଗୋବିନ୍ଦାଚାର୍ଯ୍ୟ ବୁଦ୍ଧି ଦେଲେ ମୋଦିଙ୍କୁ
ରାଜନୀତି
ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ …
ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ କଂଗ୍ରେସ ଭିତରେ ବି ବିରୋଧ
National
ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଲାଖୋଲି ଅନେକ ସଭାରେ ନିଜ ଭିତରେ ଥିବା ପ୍ରଧାନମନ୍ତ୍ରୀ ହେବାର ଅଭିଳାଷକୁ ଉଲ୍ଲେଖ କରିଛନ୍ତି। ସେ ଅନେକ ଥର କହିଛନ୍ତି …
ଅମିତ୍ ଶାହା: ଷ୍ଟକ ଏକ୍ସଚେଞ୍ଜ ବ୍ରୋକରରୁ ବିଜେପି ସଭାପତି
National
ଭୁବନେଶ୍ୱର: ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ବୋଲି ଦାବି କରୁଥିବା ଭାରତୀୟ ଜନତା ପାଟିଁ (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ୫୪ବର୍ଷର ହୋଇଛନ୍ତି। …
୨୦୧୯ରେ ଜିତିବା ଭରଷା ନାହିଁ କଂଗ୍ରେସ ନେତାଙ୍କର
National
ଭୁବନେଶ୍ୱର: ଆଗାମୀ ୨୦୧୯ ନିର୍ବାଚନରେ ଶାସକ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି। କିନ୍ତୁ ରାହୁଲଙ୍କ ପ୍ରୟାସକୁ …
ବିଲୁପ୍ତି ପଥରେ ବାମପନ୍ଥୀ
National
ଭୁବନେଶ୍ୱର: ଦଶ ବର୍ଷ ତଳେ ୨୦୦୪ ନିର୍ବାଚନରେ ୬୦ଟି ଲୋକସଭା ଆସନରେ ବିଜୟୀ ହୋଇ କେନ୍ଦ୍ର ସରକାର ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବାମପନ୍ଥୀ ଦଳ …
ବିଚାରପତିଙ୍କ ବିଦ୍ରୋହ ଓ ସଂସଦରେ ମହାଭିଯୋଗକୁ ସମ୍ଭାଳିବା ଥିବା ପ୍ରଥମ ବିଚାରପତି ଦିପକ କୁମାର ମିଶ୍ର
National
ଭୁବନେଶ୍ୱର: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦିପକ କୁମାର ମିଶ୍ରଙ୍କର ବିଚାରପତି ଭାବରେ ଆଜିଥିଲା ଶେଷ କାର୍ଯ୍ୟ ଦିବସ। ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ବିଦ୍ରୋହକୁ ସମ୍ମୁଖୀନ ହେବାରେ ମୁଖ୍ୟ …