କେତେ ସଫଳ ନୋଟା  ?
National
ତାମିଲନାଡୁର ନୀଳଗିରୀ ଆସନରେ ସର୍ବାଧିକ ୪୬,୫୫୯ ମତଦାତା(୫ପ୍ରତିଶତ) ନୋଟା ବିକଳ୍ପକୁ ବାଛିଥିଲେ ଓଡିଶାର ନବରଂଗପୁର ଆସନରେ ୪୪,୪୦୮ ମତଦାତା (୪.୩ପ୍ରତିଶତ) ନୋଟା ବିକଳ୍ପକୁ ବାଛିଥିଲେ ଆଦିବାସୀ ବହୁଳ …
ଉଜ୍ଜଳା ଭଳି ଆୟୁଷ୍ମାନ ଭାରତ ମୋଦି ସରକାରକୁ ନିର୍ବାଚନ ଜିତାଇ ପାରିବନି
National
ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନା ମୋଦି ସରକାରକୁ ୨୦୧୯ରେ ନିର୍ବାଚନ ବୈତରଣୀ ପାର କରାଇଦେବ ବୋଲି ବିଜେପି ପକ୍ଷରୁ ଯେଉଁ ଦାବି କରାଯାଉଛି ତାହା ଠିକ ନୁହେଁ। …
ହତଭାଗା ଭାଗଚାଷୀ : ୬ ବର୍ଷ ବିତିଲା ଭାଗଚାଷୀ ଆଇନ ନୋହିଲା
State
ଭୁବନେଶ୍ୱର: ରାଜ୍ୟରେ ଭାଗଚାଷୀଙ୍କ ଭାଗ୍ୟ ଉଦୟ ହେବ ଏବଂ ସରକାର ତାଙ୍କ ପାଇଁ ନୂଆ ଆଇନ ଆଣିବେ ବୋଲି ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା ତାହା ମଳିନ …
ଦାଗୀ ନେତାଙ୍କ ବିରୋଧରେ ଆଇନ କିଏ କରିବ ?
National
୩୦% ସାଂସଦ ଓ ୩୩% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଭୁବନେଶ୍ୱର: ଯେଉଁ ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ମୋନେ ନିର୍ବାଚନ ଲଢିପାରିବେ ବୋଲି ଗତକାଳଇ …
ଦାମ ବୃକ୍ଷ କାଟିବାକୁ ବିଜେଡି କୁରାଢୀ ବେଣ୍ଟ ହେବେ ରୀନା
Politics
ଭୁବନେଶ୍ୱର: ବିଜେଡିକୁ ହରାଇବା ପାଇଁ ରାଜ୍ୟ ସାରା ବୁଲିବେ ବୋଲି ଦଳରୁ ବିତାଡିତ ନେତା ଡାକ୍ତର ଦାମୋଦର ରାଉତ ଘୋଷଣା କରିସାରିଛନ୍ତି। ଏହି ଘୋଷଣା ପରେ ବିଜେଡି …
ଅପରାଜିତାଙ୍କ ମୁଣ୍ଡରେ ରାଜନୀତି ଶିରିପାବନ୍ଧା ପର୍ବ ଶେଷ ମୂହୂର୍ତ୍ତରେ ଅଟକିଲା
National
ଭୁବନେଶ୍ୱର:ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ବରିଷ୍ଠ ଆଇଏସ‍୍‌ ଅଫିସର ଅପରାଜିତା ଷଡଙ୍ଗୀଙ୍କ ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଅପରାଜିତାଙ୍କ ଅବସର ଆବେଦନ …
କିଏ କେତେ ଦାଗୀ
National
୨୦୧୪ ସତ୍ୟପାଠ ଅନୁସାରେ ଓଡ଼ିଶାର ୫୧ ବିଧାୟକ, ୩ ସାଂସଦ ଅଭିଯୁକ୍ତ ୨୦୦୯ରେ ୪୨ଜଣ ନିର୍ବାଚିତ ଲୋକପ୍ରତିନିଧିଙ୍କ ନାଁରେ ମାମଲା ରହିଥିଲା ଭୁବନେଶ୍ୱର: ଦୀର୍ଘ ୬୮ବର୍ଷ ଭିତରେ …
ବିଜେପି-ବିଜେଡି ମେଣ୍ଟ ନୁହେଁ; ଲଢ଼େଇ
National
ଭୁବନେଶ୍ୱର,(ଓଟି): ଗତକାଲି ଓଡିଶାରେ ବିଜେଡି ପ୍ରତି ମୋଦିଙ୍କ ଆକ୍ରମଣ ରାଜନୀତି ନୂଆ ଗଣିତ ଆଡ଼କୁ ସଂକେତ ଦେଉଛି। ଉଭୟ ତାଳଚେର ଏବଂ ଝାରସୁଗୁଡ଼ାରେ ସେ ଅନେକ ପ୍ରସଙ୍ଗରେ …
ସେବାୟତମାନଙ୍କର ବଂଶାନୁକ୍ରମିକ ଅଧିକାର ରହିବ;ଦାନ-ଦକ୍ଷିଣା ଉପରେ ଅଙ୍କୁଶ
State
ଭୁବନେଶ୍ୱର : ସେବାୟତମାନଙ୍କର ବଂଶାନୁକ୍ରମିକ ଅଧିକାର ରହିବ। ମାତ୍ର ମନ୍ଦିରର ଆବଶ୍ୟକତା ଅନୁସାରେ ସେବାୟତ ନିୟୋଜିତ ହେବେ। ଯେହେତୁ ମନ୍ଦିର ଭିତରେ ଦାନଦକ୍ଷିଣା ବ୍ୟବସ୍ଥା ରହିଛି ତେଣୁ …
ଦୁର୍ନୀତି ଓଡିଶା ସରକାରଙ୍କ ପରିଚୟ ପାଲଟିଛି:ମୋଦି
National
ଭୁବନେଶ୍ୱର: ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୋଦି ଯେମିତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଝାରସୁଗୁଡ଼ାରେ ମଧ୍ୟ ସେମିତି ଟାର୍ଗେଟ କରିଛନ୍ତି। ବୀର ସୁରେନ୍ଦ୍ର ସାଏ …